ଭୁବନେଶ୍ୱର: ଗୁରୁଙ୍କୁ ଅସମ୍ମାନ ଅଭିଯୋଗ ପ୍ରସଙ୍ଗ, କ୍ଷମା ମାଗିଲେ ହାସ୍ୟାଭିନେତା ଦୟା ।
ପିଲା ବୋଲି ଭାବି କ୍ଷମା କରିଦେବେ, ସାରମାନେ ରାଗିକି କହିଛନ୍ତି ବୋଲି କହିଲେ ଦୟା ।
ମୁଁ ମୋ ପାଇଁ କହି ନଥିଲି, ସବୁ ହାସ୍ୟାଭିନେତାଙ୍କ ପାଇଁ କହିଥିଲି । ଯଦି ଆମକୁ ଗୌଣ କରାଯିବ; ଆମେ ବଞ୍ଚିବୁ କିପରି କହିଥିଲେ ।
ସାରମାନଙ୍କୁ ଆକ୍ଷେପ କରିବାକୁ କହି ନ ଥିଲି ବୋଲି ମିଡିଆ ସାମ୍ନାରେ କହିଲେ ଯାତ୍ରା କମେଡିଆନ୍ ଦୟା ।