ପୁରୀ: ଏକ ବଡ଼ ଖବର। ଅଠର ନଳା ଉପରୁ ଜଣେ ଯୁବକ ଡେଇଁ ପଡିଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା। ଏହାପରେ ଯୁବକଙ୍କୁ ଉଦ୍ଧାର କରି ଅଗ୍ନିଶମ ମେଡିକାଲ ପଠାଇଥିଲା।
କିନ୍ତୁ ମେଡିକାଲରେ ଡାକ୍ତର ଏହି ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି। ସୂଚନାନୁଯାୟୀ, ଏପର୍ଯ୍ୟନ୍ତ ଏହି ମୃତ ଯୁବକଙ୍କର ପରିଚୟ ମିଳିନାହିଁ।