fbpx

ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ: ଲାଞ୍ଚ ନେଉଥିଲେ ୨ ଲକ୍ଷ

ନୂଆପଡ଼ା: ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ ତାରାଚରଣ ପଣ୍ଡା । ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜୁନିଅର ଆକାଉଣ୍ଟାଣ୍ଟ ଥିବା ତାରା ଚରଣ ପଣ୍ଡା ଫସିଛନ୍ତି ଭିଜିଲାନ୍ସ ଜାଲରେ । ୨ ଲକ୍ଷ ୧୬ ହଜାର ଟଙ୍କା ନେବା ବେଳେ ଧରିଲା ଭିଜିଲାନ୍ସ । ତାରା ଚରଣ ପଣ୍ଡାଙ୍କୁ ଅଟକ ରଖିବା ସହ ତାଙ୍କର ନୂଆପଡ଼ା ଓ ଜୟପୁର ଘର ରେଡ୍ କରିଛି ଭିଜିଲାନ୍ସ ।

Get real time updates directly on you device, subscribe now.