fbpx

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ଠିକାଦାରଙ୍କ ଠାରୁ ନେଉଥିଲେ ୧୫ ହଜାର ଲାଞ୍ଚ

Advertisement

କଟକ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଲାଞ୍ଚ ନେବାବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ । ଏସସିବି ମେଡିକାଲ ଆର ଆଣ୍ଡ୍ ବି ସେକ୍ସନ ୧ କନିଷ୍ଠ ଯନ୍ତ୍ରୀ ଦେବେନ୍ଦ୍ର ରାଉତଙ୍କୁ ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ଠିକାଦାରଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । କଟକରେ ଥିବା କ୍ୱାର୍ଟର୍ସ, ଅଫିସ ଓ ମାହାଙ୍ଗା ବାସଭବନରେ ଚଢ଼ାଉ ଜାରିରହିଛି ।

Get real time updates directly on you device, subscribe now.