fbpx

Deepfake Porn Scandal: ୨୦ ବର୍ଷୀୟ ଲୋକପ୍ରିୟ ଷ୍ଟାର୍‌ଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ; ଲକ୍ଷ ଲକ୍ଷ ଲୋକ କଲେ ଫଲୋ

ନୂଆଦିଲ୍ଲୀ: ଆଜିକାଲିର ଲୋକମାନେ ସୋସିଆଲ ମିଡିଆରେ ମନୋରଞ୍ଜନ ପାଇଁ ରିଲ ଓ ସର୍ଟସ ଭିଡିଓ ଦେଖିବାକୁ ପସନ୍ଦ କରିଥାନ୍ତି । ଅନେକ ସମୟରେ ନିଜ ପସନ୍ଦର ସେଲିବ୍ରିଟିଙ୍କ ଭିଡିଓକୁ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଯେତେବେଳେ ଆପଣଙ୍କ ପ୍ରିୟ ତାରକାଙ୍କ ଅଶ୍ଳୀଳ ଭିଡିଓ ଆପଣଙ୍କ ଆଖି ସାମ୍ନାକୁ ଆସିବ ସେତେବେଳେ ଆପଣଙ୍କର କ’ଣ ହେବ?

ଦକ୍ଷିଣ କୋରିଆର ଜଣେ ତାରକାଙ୍କ ପ୍ରଶଂସକଙ୍କ ସହ ଏମିତି କିଛି ଘଟିଛି, ଯାହାର ଡର୍ଟି ଡିପ୍ ଫେକ୍ ଭିଡିଓ ଏବେ ବି ଚର୍ଚ୍ଚାରେ ରହିଛି। ଏହା ପୂର୍ବରୁ ସେଲିବ୍ରିଟିଙ୍କ ନକଲି ଭିଡିଓ ଖୁବ ଭାଇରାଲ ହୋଇଥିଲା । ଏବେ ଡିପ୍ ଫେକ୍ ଭିଡିଓ ଟ୍ରେଣ୍ଡରେ ରହିଛି।

ବର୍ତ୍ତମାନ ସୁଦ୍ଧା ବଲିଉଡର ଅନେକ ପ୍ରସିଦ୍ଧ ସୁନ୍ଦରୀଙ୍କ ଡିପ୍ ଫେକ୍ ଭିଡିଓ ଭାଇରାଲ ହୋଇଛି। କିନ୍ତୁ ଦକ୍ଷିଣ କୋରିଆର ଜଣେ ତାରକାଙ୍କ ଏକ ଡିପ୍ ଫେକ୍ ଭିଡିଓ ଭାଇରାଲ ହୋଇଥିଲା। ଆପଣଙ୍କୁ କହିରଖୁଛୁ କି ଏହି ଷ୍ଟାରଙ୍କ ବୟସ ମାତ୍ର ୨୦ ବର୍ଷ ଏବଂ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଫଲୋ କରନ୍ତି ।

 

View this post on Instagram

 

A post shared by 장원영 WONYOUNG (@for_everyoung10)

କେ-ପପ୍ ଆଇଡଲ ଓ୍ଵାନୟୁଙ୍ଗ ନିଜର ଡିପ୍ ଫେକ୍ ଭିଡିଓ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଅଶ୍ଳୀଳ ଡିପ୍ ଫେକ୍ ଭିଡିଓ ‘ଏନ୍ଟିଏଚ୍ ରୁମ୍’ ପାଇଁ କେ-ପପ୍ ଆଇଡଲ୍ ଭୋନ୍ୟୁଙ୍ଗ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛନ୍ତି। ତାଙ୍କର ଅଶ୍ଳୀଳ ଡିପ୍ ଫେକ୍ ଭିଡିଓ ଅନେକ ସାଇଟରେ ଭାଇରାଲ ହେବାରେ ଲାଗିଛି । ତେବେ ଏ ନେଇ ଓ୍ଵାନୟୁଙ୍ଗପକ୍ଷରୁ କୌଣସି ବୟାନ ଦିଆଯାଇନାହିଁ।

 

 

Get real time updates directly on you device, subscribe now.