କଣାସ: କଣାସରେ ଭୁଶୁଡ଼ିଲା ସ୍କୁଲ ପାଚେରୀ । ତେଲେଙ୍ଗାପଡ଼ା ସରକାରୀ ପ୍ରାଥମିକ ସ୍କୁଲ ପାଚେରୀ ଭୁଶଡ଼ିଯାଇଥିବା ସୂଚନା ।
୨ ଶହ ଫୁଟ ଲମ୍ବାର ପଥର ପାଚେରୀ ଭୁଶୁଡ଼ିଥିବା ସୂଚନା । ଲଗାଣ ବର୍ଷା କାରଣରୁ ପାଚେରୀ ଭୁଶୁଡ଼ିଥିବା ଜଣାପଡ଼ିଛି ।
ଆସନ୍ତା କାଲି ଅର୍ଥାତ୍ ୨୦ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ଯାଉଛି । ସ୍କୁଲ ଖୋଲିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଅଘଟଣ ସ୍କୁଲରେ ଘଟିଛି ।
ତେବେ ପାଚେରୀ ଭୁଶୁଡ଼ିବା ନେଇ କୌଣସି କ୍ଷୟକ୍ଷତି ସୂଚନା ମିଳିପାରି ନାହିଁ ।