fbpx

କେଜ୍ରିୱାଲଙ୍କ ଆସିଲା କରୋନା ରିପୋର୍ଟ..

ନୂଆଦିଲ୍ଲୀ, ୯ା୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ତାଙ୍କର ସାମାନ୍ୟ ଜ୍ୱର ଓ ଗଳାରେ କଷ୍ଟ ଅନୁଭବ ହେବାରୁ ସେ ଅସୁସ୍ଥ ଅନୁଭବ କରୁଥିଲେ । ଏଥିସହିତ ଏହାସବୁ କରୋନା ଲକ୍ଷଣ ହୋଇଥିବାରୁ ସେ ଘରେ ସଙ୍ଗରୋଧରେ ମଧ୍ୟ ରହିିଥିଲେ । ସେ ଗତ ୭ରେ କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ସାମିଲ ଥିବା ବ୍ୟକ୍ତିଙ୍କୁ କାହା ସହ ନ ମିଶିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ ।

Get real time updates directly on you device, subscribe now.