fbpx

ହିଞ୍ଜିଳିରେ ୪ ଜଣଙ୍କୁ ହତ୍ୟା, କମେଣ୍ଟମରାକୁ କେନ୍ଦ୍ରକରି…

ଗଞ୍ଜାମ(ଓଡ଼ିଶା ଭାସ୍କର): ଗଞ୍ଜାମ ହିଞ୍ଜିଳିକାଟୁ ଥାନା ପିତଳ ଛକରେ ୪ ଜଣଙ୍କୁ ହତ୍ୟା କରାଯାଇଛି । ଗୋଟିଏ ପରିବାରର ୩ ଭାଇ ଓ ଅନ୍ୟ ଜଣେ ପୁତୁରାଙ୍କ ହତ୍ୟା ହୋଇଥିବା ଜଣାପଡିଛି । କମେଣ୍ଟମରାକୁ କେନ୍ଦ୍ର କରି ହୋଇଥିଲା ଗୋଷ୍ଠୀସଂଘର୍ଷ, ଆେଉ ତା’ପରେ ହୋଇଥିଲା ହତ୍ୟା । ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଆକ୍ରମଣକାରୀ ଗୋଷ୍ଠୀର ଜଣେ ଆହତ ହୋଇଥିବା ବେଳେ ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ହିଞ୍ଜିଳିକାଟୁ ଥାନା ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.