fbpx

ପୁଣି ଟସ୍ ହାରିଲେ କୋହଲି: ଫେରିଲେ ଅଶ୍ୱିନ; ପ୍ରଥମେ ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ ଜିତିଥିବା ବେଳେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଦ୍ୱିତୀୟ ଇନିଂସରେ କାକରର ପ୍ରଭାବକୁ ପ୍ରତିହତ କରିବା ପାଇଁ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ।

ଉଭୟ ଭାରତ ଓ ଆଫଗାନିସ୍ତାନ ଗୋଟିଏ ଲେଖାଏଁ ପରିବର୍ତ୍ତନ ସହିତ ପଡିଆକୁ ଓହ୍ଲାଇଛନ୍ତି । ଭାରତ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ଆର ଅଶ୍ୱିନଙ୍କୁ ଖେଳାଇଥିବା ବେଳେ ମୁଜିବ ଉର ରେହମାନଙ୍କ ସ୍ଥାନରେ ଶରାଫୁଦ୍ଦିନ ଅଶ୍ରଫଙ୍କୁ ଖେଳାଇଛି ଆଫଗାନ ।

Get real time updates directly on you device, subscribe now.