ଛିନ୍ ଛତର କରିଦବ ବାତ୍ୟା, ସୁ ସୁ କରି ଆସୁଛି ମାଡ଼ି, ଦୃଶ୍ୟମାନ ହେଲାଣି ଲା-ନିନାର ସ୍ଥିତ

ଦୃଶ୍ୟମାନ ହେଲାଣି ଲା-ନିନାର ସ୍ଥିତି

ଭୁବନେଶ୍ୱର: ଆସୁଛି ବାତ୍ୟା। ଛାତିରେ ପଶିଲାଣି ଛନକା। ଦଶହରାରେ ପୂଜା ବଜାରକୁ ଭସେଇ ଦେବ କି ବାତ୍ୟା। ସୁ ସୁ କରି ପ୍ରଶାନ୍ତ ମହାସାଗରରେ ମାଡ଼ି ଆସୁଥିବା ବାତ୍ୟା ହେଉଛି ଲା-ନିନା।

ପ୍ରଶାନ୍ତ ମହାସାଗରରେ ଦୃଶ୍ୟମାନ ହେଲାଣି ଲା-ନିନାର ସ୍ଥିତି। ସମୁଦ୍ର ପୃଷ୍ଠ ତାପମାତ୍ରା ବୃଦ୍ଧି।

ବିଷୁବରେଖା ନିକଟସ୍ଥ ପଶ୍ଚିମ ପ୍ରଶାନ୍ତ ମହାସାଗରର ବାୟୁମଣ୍ଡଳରେ ଅସ୍ଥିରତା। ବାଦଲ ଆଛାଦନ କ୍ରମାଗତ ଭାବେ ବଢ଼ୁଛି।

ଆଗାମୀ ଦିନରେ ସିଷ୍ଟମ ସୃଷ୍ଟି ହେବାର ଆଶଙ୍କା ରହୁଛି। ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ପୁଷ୍ଠ ତାପମାତ୍ରା କମ୍‌।

ବିଷୁବ ରେଖା ନିକଟସ୍ଥ ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ତାପମାତ୍ର କମ୍‌।