fbpx
BSKY SKY
BSKY SKY

(Video)ଭାରତ ରତ୍ନ ଘୋଷଣା ପରେ କିପରି ଥିଲା ଲାଲକୃଷ୍ଣ ଆଡଭାନୀଙ୍କ ପ୍ରତିକ୍ରିୟା, ସାମ୍ନାକୁ ଆସିଲା ପ୍ରଥମ ଝଲକ

BSKY

ନୂଆଦିଲ୍ଲୀ: ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନରେ ସମ୍ମାନୀତ କରାଯିବ । କେନ୍ଦ୍ରର ମୋଦୀ ସରକାର ବିଜେପିର ବରିଷ୍ଠ ନେତା ତଥା ପୂର୍ବ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବା ନେଇ ଘୋଷଣା କରିଛନ୍ତି । ଯେତେବେଳେ ଲାଲକୃଷ୍ଣ ଆଡଭାନୀଙ୍କୁ ଏହି ଖବର ମିଳିଛି ସେତେବେଳେ ସେ ଭାବୁକ ହୋଇପଡିଥିଲେ । ଏହି କ୍ରମରେ ତାଙ୍କ ପ୍ରଥମ ଝଲକ ସାମ୍ନାକୁ ଆସିଛି ଯେଉଁଥିରେ ସେ ହାତ ଯୋଡି ଲୋକଙ୍କୁ ଅଭିବାଦନ କରୁଥିବାର ନଜର ଆସୁଛି ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ କହିଛନ୍ତି କି, ମୋତେ ଏହା କହିବାକୁ ବହୁତ ଖୁସି ଲାଗୁଛି କି ଶ୍ରୀ ଲାଲକୃଷ୍ଣ ଆଡଭାନୀଜୀଙ୍କୁ ଭାରତ ରତ୍ନରେ ସମ୍ମାନୀତ କରାଯିବ । ମୁଁ ତାଙ୍କ ସହ କଥା ହୋଇଛି ଓ ତାଙ୍କୁ ଏହି ସମ୍ମାନ ମିଳୁଥିବାରୁ ଶୁଭେଚ୍ଛା ଜଣାଇଛି ।

Get real time updates directly on you device, subscribe now.