fbpx

ଲାଲୁ, ରାବଡି ଏବଂ ତେଜସ୍ୱୀଙ୍କୁ ବଡ ଆଶ୍ଵସ୍ତି , ରାଉସ ଆଭେନ୍ୟୁ କୋର୍ଟରୁ ମିଳିଲା ଜାମିନ

Advertisement

ନୂଆଦିଲ୍ଲୀ : ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ ପରିବାର ସଦସ୍ୟଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ଜାମିନ ପ୍ରଦାନ କରାଯାଇଛି । ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସହ ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ରାବଡି ଦେବୀଙ୍କୁ ମଧ୍ୟ କୋର୍ଟରୁ ଜାମିନ ମିଳିଛି । ଏହି ତିନି ଜଣଙ୍କୁ ବ୍ୟକ୍ତିଗତ ଭାବରେ ୫୦ ହଜାର ଟଙ୍କାର ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୬ରେ ହେବାକୁ ଯାଉଛି।

Get real time updates directly on you device, subscribe now.