ଶ୍ରୀନଗର: ଭୂସ୍ଖଳନରେ ଭାଙ୍ଗିଲା ଏକାଧିକ ଘର । ପ୍ରାକୃତିକ ଦୁର୍ବିପାକରେ ୩ ଜଣଙ୍କ ଜୀବନ ଚାଲିଯାଇଥିବା ସୂଚନା ।
ଜମ୍ମୁକଶ୍ମୀର ରାମବନ ଜିଲ୍ଲାରେ ଏ ଅଘଟଣ ଘଟିଥିବା ଜଣାପଡ଼ିଛି । ଘର ଭାଙ୍ଗିବା ସାଙ୍ଗକୁ ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି ।
ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି । ମାଟିତଲେ ଅନେକ ଫିସ ରହିଥିବା ସନ୍ଦେହ କରାଯାଉଛି । ମାଟି ତଳୁ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତଦେହ ଠାବ କରାଯାଇଛି ।