ଭୁବନେଶ୍ୱର; ଲଘୁଚାପକୁ ନେଇ ପାଣିପାଗ ବିଭାଗର ଏକ ବଡ଼ ଅପଡେଟ । ଆସନ୍ତା ସେପ୍ଟେମ୍ବର ୨୯ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାନେଇ ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାର ପରବର୍ତ୍ତୀ ୪୮ଘଣ୍ଟା ପରେ ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେବ । ତେବେ ଲଘୁଚାପକୁ ନେଇ ପାଣିପାଗ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି । ଅର୍ଥାତ ଅକ୍ଟୋବର ପହିଲାରେ ଲଘୁଚାପ ହେବା ନେଇ ଆଶଙ୍କା କରାଯାଉଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ହୋଇପାରେ ବୋଲି କୁହାଯାଇଛି ।
A cyclonic circulation is likely to form over north Andaman sea & neighbourhood on 29th September.
Under its influence a Low Pressure Area is likely to form over north Andaman sea & adjoining Eastcentral Bay of Bengal during the subsequent 24 hours.
— Meteorological Centre, Bhubaneswar (@mcbbsr) September 23, 2023