fbpx

ରାଜ୍ୟର ୫ ଜିଲ୍ଲାରେ ସାମାନ୍ୟ ବର୍ଷା

ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ରାଜ୍ୟରେ ପାରଦ କମିଛି ଫଳରେ ଶୀତର ପ୍ରକୋପ ବଢିଚାଲିଛି । ଏହାରି ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ଲାଗି ରହିଛି ସାମାନ୍ୟ ବର୍ଷା । ସେହି ୫ ଜିଲ୍ଲା ଯଥା-ଝାରସୁଗୁଡା, ବରଗଡ, ସମ୍ବଲପୁର, ସୁନ୍ଦରଗଡ ଓ କେନ୍ଦୁଝରରେ ହାଲୁକା ବର୍ଷା ହୋଇଛି ।

Get real time updates directly on you device, subscribe now.