fbpx

ରାଜ୍ୟର ୧୨ ସହରରେ ଲାଗୁହେଲା ଲକଡାଉନ୍: ଜାଣନ୍ତୁ କେଉଁଠି

ଭୋପାଳ, ୨୮ା୩: ସମସ୍ତ ପ୍ରଚେଷ୍ଟା ପରେ ମଧ୍ୟ କରେନା ସଂକ୍ରମଣ ଥମିବାର ନାଁ ଧରୁନାହିଁ । ତେଣୁ ମଧ୍ୟପ୍ରଦେଶର ୧୨ ସହରରେ ଲକଡାଉନ୍ ଘୋଷଣା କରାଯାଇଛି । ପ୍ରତ୍ୟେକ ରବିବାର ଦିନ ଏହି ସହରଗୁଡ଼ିକରେ ଲକଡାଉନ ଜାରି ରହିବ । ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶରେ ୨୪ ଘଣ୍ଟାରେ ୨ ହଜାର ୧୪୨ ଜଣ ପଜିଟିଭ ଚିହ୍ନଟ ହେବା ସହ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.