fbpx

ଲୋକସଭାରେ ପାସ୍‌ ହେଲା ନୂଆ କ୍ରାଇମ ବିଲ୍‌; ଭିଡ଼ ହିଂସାକାରୀଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଲୋକସଭାରେ ପାସ୍‌ ହେଲା ନୂଆ କ୍ରାଇମ ବିଲ୍‌ । ଭାରତୀୟ ନ୍ୟାୟ ସଂହିତା ବିଲ୍‌ ଲୋକସଭାରେ ପାସ୍‌ । ସମସ୍ତ ୩ଟି ସଂଶୋଧିତ ବିଲ୍‌ ଲୋକସଭାରେ ପାସ୍‌ । ଭିଡ଼ ହିଂସା ପାଇଁ ନୂଆ ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ଭିଡ଼ ହିଂସାକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ନେଇ ବିଲ୍‌ରେ ବ୍ୟବସ୍ଥା। ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ନୂଆ ଆଇନର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ନେଇ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

 

Get real time updates directly on you device, subscribe now.