fbpx

ସୁନା ଦୋକାନରୁ ଲୁଟ୍

କେନ୍ଦୁଝର,୧୯ ।୧୦(ଓଡ଼ିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ଲୁଟପାଟ୍ ବଢିବାରେ ଲାଗିଛି । ଏହାରି ମଧ୍ୟରେ କେନ୍ଦୁଝର ବାରିଆ ଭଣ୍ଡାବଜାରର ଏକ ଗହଣା ଦୋକାନରୁ ଆଜି ଲୁଟ୍ ହୋଇଛି । ବହୁ ମୂଲ୍ୟର ସୁନାଗହଣା ଝାମ୍ପିନେଇଛନ୍ତି ୪ ବାଇକ୍ ଆରୋହୀ ଦୁର୍ବୃତ୍ତ । ଏନେଇ ଦୋକାନ ମାଲିକଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରହିଛି । ନିକଟରେ ଅନେକ ଏଟିଏମ ଓ ବ୍ୟାଙ୍କରୁ ଲୁଟ୍ ହୋଇଛି ।

Get real time updates directly on you device, subscribe now.