ଏପ୍ରିଲ ୧୩ କି ୧୪ରେ ପଣା ସଂକ୍ରାନ୍ତି ? ମୁକ୍ତି ମଣ୍ଡପ ପଣ୍ଡିତ ସଭା କେଉଁଦିନ ମାରିଲେ ମୋହର

ଭୁବନେଶ୍ୱର: ମହା ବିଷୁବ ପଣା ସଂକ୍ରାନ୍ତି ପାଳନକୁ ନେଇ ହଟିଲା ସଂଶୟ । ଏପ୍ରିଲ ୧୪ରେ ହିଁ ପାଳନ ହେବ ପଣାସଂକ୍ରାନ୍ତି । ଏହିଦିନ ପଣା ସଂକ୍ରାନ୍ତି ପାଳନ ନେଇ ମୋହର ମାରିଲେ ପୁରୀର ମୁକ୍ତି ମଣ୍ଡପ ପଣ୍ଡିତ ସଭା । ଅନ୍ୟ କିଛି ଗଣନାକାରୀ ୧୩ ତାରିଖରେ ପଣାସଂକ୍ରାନ୍ତି ପାଳନ କରାଯିବ ବୋଲି କହିଛନ୍ତି ଯାହାକୁ ନେଇ ପୁରୀର ମୁକ୍ତି ମଣ୍ଡପ ପଣ୍ଡିତ ସଭା ଆଜି ସ୍ପଷ୍ଟ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଏହିଦିନ ଓଡ଼ିଆ ନବବର୍ଷ ଆରମ୍ଭ ହେଉଥିବା ବେଳେ ପ୍ରଭୁ ଶ୍ରୀ ହନୁମାନଜୀଙ୍କ ଜୟନ୍ତୀ ମଧ୍ୟ ପଡିଥାଏ ।

Get real time updates directly on you device, subscribe now.