fbpx

ନନ୍ଦନକାନନ ପୁଣି ଏକ ମଣିୁର ହରିଣ ଶାବକ ଜନ୍ମ, ୧୯କୁ ବଢ଼ିଲା ସଂଖ୍ୟା

ବାରଙ୍ଗ(ଭାସ୍କର ନ୍ୟୁଜ୍‌): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୬ନମ୍ବର ‘ଖ’ ଖୁଆଡରେ ପୁଣି ଏକ ମଣିୁର ହରିଣ ଶାବକ ଜନ୍ମ ନେଇଛି । ରବିବାର ସକାଳେ ଖୁଆଢ ଦାୟୁତ୍ୱରେ ଥିବା ଜନ୍ତୁରକ୍ଷକ ମଣିୁର ହରିଣ ଏକ ଶାବକ ଜନ୍ମ କରିଥିବା ଦେଖି ନନ୍ଦନକାନନ କତୃ କ୍ଷଙ୍କୁ ଜଣାଇଥିଲେ । ପ୍ରାଣୀ ଉଦ୍ୟାନର ଡାକ୍ତର ଓ ଅଧିକାରୀମାନେ ସେଠାରେ ପହଞ୍ଚି ମା’ ଓ ଶାବକର ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ । ମା’ ଓ ଶାବକ ଉଭୟେ ସୁସ୍ଥ ଥିବା କତୃକ୍ଷଙ୍କ ଠାରୁ ସୂଚନା ମିଳିଛି । ଏହି ଶାବକଟି ଜନ୍ମ ହେବା ଫଳରେ ଏମାନଙ୍କ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.