fbpx

Big Breaking… ଶଙ୍ଖ ଧରିଲେ ମନ୍ମଥ ରାଉତରାୟ: ନିର୍ବାଚନ ପୂର୍ବରୁ ‘ବିଜୁ ଜନତା ଦଳ’ରେ ସାମିଲ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଏବେ ରାଜନୀତିରେ ଦଳ ଡିଆଁ ପର୍ବ ଜାରି ରହିଛି । ବିିଭିନ୍ନ ଦଳରୁ ନେତା-ମନ୍ତ୍ରୀ ଅନ୍ୟ ଦଳରେ ସାମିଲ ହେଉଛନ୍ତି । ଏହା ମଧ୍ୟରେ ଓଡ଼ିଶା କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟଙ୍କ ପୁଅ ମଧ୍ୟ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ଯତାରୀତି ବିଜେଡିରେ ମନ୍ମଥ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ବାପା କଂଗ୍ରେସର ଜଣେ ଟାଣୁଆ ନେତା ଭାବରେ ପରିଚୟ ପାଇଥିବା ବେଳେ ବିଜେଡିରେ ସାମିଲ ହୋଇଛନ୍ତି ପୁଅ ମନ୍ମଥ । ଜଟଣୀର ବିଧାୟକ ଭାବରେ ସୁର ରାଉତରାୟ କଂଗ୍ରେସରୁ ଲଗାତାର ବିଜୟ ହାସଲ କରିଛନ୍ତି । କିନ୍ତୁ ବର୍ତ୍ତମାନ ବିଜେଡି ତରଫରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ତାଙ୍କ ପୁଅ ମନ୍ମଥ ରାଉତରାୟ ।

Get real time updates directly on you device, subscribe now.