fbpx

ପୁଣି ଜଣଙ୍କୁ ହତ୍ୟା କଲେ ମାଓବାଦୀ

କନ୍ଧମାନ(ଓଡ଼ିଶା ଭାସ୍କର): କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ଗୁମୁ ଗ୍ରାମରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ହତ୍ୟା କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ଘଟଣାସ୍ଥଳରେ ଏଯାଲଁ ପୋଲିସ କି ପ୍ରଶାସନ ପହଞ୍ଚିନି ।

ଏହା ପୂର୍ବରୁ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ବର୍ବର କାଣ୍ଡ ଘଟାଇଥିଲେ । ପୋଲିସ ଇନଫର୍ମର ସନ୍ଦେହ କରି ଜଣକୁ ହତ୍ୟା କରିଥିଲେ ମାଓବାଦୀ। ମାଓବାଦୀ ହତ୍ୟା କରିବା ପରେ ମୃତଦେହକୁ ଗଙ୍ଗଲୁର ଗାଁ ନିକଟରେ ଛାଡି ଯାଇଥିଲେ । ଏନେଇ ବିଜାପୁର କମଳଲୋଚନ କାଶ୍ୟପ ସୂଚନା ଦେଇଥିଲେ ।

Get real time updates directly on you device, subscribe now.