fbpx

100 ମାର୍କ ପରିବର୍ତେ 80 ମାର୍କ ର ହେବ ମାଟ୍ରିକ ପରୀକ୍ଷା !

ରାଜ୍ୟ ରେ କରୋନା ସଙ୍କଟ ମଧ୍ୟ ରେ ସମସ୍ଥ ବିଦ୍ୟାଳୟ ବନ୍ଦ ରହିଛି ।ଜାନୁଆରୀ ରେ ବିଦ୍ୟଳୟ ଗୁଡିକ ଖୋଲିବା ବୋଲି କଳ୍ପନା ଜଳ୍ପନା ଜାରି ରହିଛ ।ଇତି ମଧ୍ୟ ରେ ସ୍କୁଲ ଖୋଲିବା ର ପରବର୍ତୀ ପଦକ୍ଷେପ ଗୁଡିକ ଉପରେ ଆଲୋଚନା ଜାରି ରହିଛି ।ସିଲାବସ କୁ କମେଇବାକୁ ଆଲୋଚନା ହୋଇଛି ।ଏହା ସହ 100 ମାର୍କ ପରିବର୍ତେ 80 ମାର୍କ ର ପ୍ରତି ବିଷୟ ରେ ପରୀକ୍ଷା ହେବାନେଇ ଆଲୋଚନା କରାଯାଉଛି ।ଅବଜେକେଟିଭ 40 ମାର୍କ ଓ ସବଜେକଟିଭ 40 ମାର୍କ ହେବ ବୋଲି ଆଲୋଚନା ହଉଛି ।

Get real time updates directly on you device, subscribe now.