ଭୁବନେଶ୍ୱର: ଡାଇରିଆ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ । ୩ ଜିଲ୍ଲାର ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ ।
କଟକ, ଯାଜପୁର ଓ ଭଦ୍ରକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବନ୍ଦ ହେବ ସ୍କୁଲ । ଏ ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ହଇଜା ସ୍ଥିତି ଅଣାୟତ ଥିଲେ ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ହଷ୍ଟେଲ ପିଲାଙ୍କୁ ଫୁଟାପାଣି ଦେବାକୁ ନିର୍ଦ୍ଦେଶ ।
ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଗରମ ଖାଦ୍ୟ ଦିଆଯିବ । ସ୍କୁଲ ପାଣିଟାଙ୍କି ସଫା କରିବା ଉପରେ ସରକାରଙ୍କ ଗୁରୁତ୍ୱ ।
ସ୍କୁଲ ଓ ହଷ୍ଟେଲ ପରିବେଶ ସଫା ରଖିବାକୁ ନିର୍ଦ୍ଦେଶ ।