• Likes
  • Followers
  • Subscribers
  • Followers
  • Android App
  • Wednesday, August 27, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ‘ଅପରେସନ ସିନ୍ଦୂର’ ଲୋଗୋ ଡିଜାଇନ କରିଥିଲେ ଏହି ଦୁଇ ଯବାନ…

‘ଅପରେସନ ସିନ୍ଦୂର’ ଲୋଗୋ ଡିଜାଇନ କରିଥିଲେ ଏହି ଦୁଇ ଯବାନ…

କିଏ ବନେଇଥିଲେ‘ଅପରେସନ ସିନ୍ଦୂର’ ଲୋଗୋ ? ଏହି ଲୋଗୋ ଡିଜାଇନ ପଛର ମଣିଷ କିଏ ? ଚାଲନ୍ତୁ ଜାଣିବା...

By Seema Mohapatra On May 28, 2025 at 1:50 PM
Share

ନୂଆଦିଲ୍ଲୀ: ଏପ୍ରିଲ 22 ରେ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ସେନା ଆରମ୍ଭ କରିଥିବା ‘ଅପରେସନ୍‌ ସିନ୍ଦୂର’ । ଭାରତୀୟ ସେନା ନିଜର ବୀରତ୍ୱ ଏବଂ ସାହସ ଦେଖାଇ ମେ’ 7 ତାରିଖ ରାତିରେ ପାକିସ୍ତାନ ଏବଂ ପିଓକେରେ ଆତଙ୍କୀ ଆଡ଼ା ସ୍ଥଳ ଉପରେ ଆକ୍ରମଣ କରି ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା ।

ଏହା ପରେ, ସେନା ‘ଅପରେସନ୍‌ ସିନ୍ଦୂର’ ର ଏକ ଲୋଗୋ ଜାରି କରିଥିଲା । ସେବେଠାରୁ, ‘ଅପରେସନ୍‌ ସିନ୍ଦୂର’ ର ଏହି ଲୋଗୋ ବହୁତ ଲୋକପ୍ରିୟ ହୋଇଛି। ତେବେ ଆପଣ ଜାଣିଛନ୍ତି କି ଏହି ‘ଅପରେସନ୍‌ ସିନ୍ଦୂର’ ଲୋଗୋ ଡିଜାଇନ ପଛର ମଣିଷ କିଏ ?

ଭାରତର ଅପରେସନ ସିନ୍ଦୂରର ସରଳ ଏବଂ ପ୍ରତୀକାତ୍ମକ ଲୋଗୋ ଦୁଇଜଣ ଯବାନଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି। ଯାହା ସାରା ଦେଶବାସୀଙ୍କ ହୃଦୟକୁ ଛୁଇଁଥିଲା। ସେହି ଦୁଇ ଜଣ ଯବାନ ହେଉଛନ୍ତି, ଲେଫ୍ଟନାଣ୍ଟ କର୍ଣ୍ଣେଲ ହର୍ଷ ଗୁପ୍ତା ଏବଂ ହାବିଲଦାର ସୁରିନ୍ଦର ସିଂହ । ଯାହାକୁ ସାରା ଦେଶବାସୀ ପ୍ରଶଂସା କରିଥିଲେ ।

ଆହୁରି ପଢନ୍ତୁ

୪ ଖେଳାଳି ନେବେ IPLରୁ ସନ୍ନ୍ୟାସ, କୌଣସି…

କୋଚ୍ ଙ୍କ ବଡ଼ ବୟାନ, ବାବର-ରିଜୱାନ ଏବେକାର…

ବାସ୍ତବରେ ଭାରତୀୟ ସେନାର ଅପରେସନ ସିନ୍ଦୂରକୁ ନେଇ ଉତ୍ସର୍ଗୀକୃତ ପତ୍ରିକା ‘ବାତଚିତ୍’ର ସଦ୍ୟତମ ସଂସ୍କରଣରେ ଉଭୟଙ୍କ ଫଟୋ ମଧ୍ୟ ସ୍ଥାନ ପାଇଛି । ପତ୍ରିକାର 17 ପୃଷ୍ଠାର ପ୍ରଥମ ଭାଗରେ, ବଡ଼ ଅକ୍ଷରରେ ଲୋଗୋ ପ୍ରଦର୍ଶିତ ହୋଇଛି, ଯାହା ଉପରେ ଭାରତୀୟ ସେନାର ପ୍ରତୀକ ରହିଛି ।

Share

Prev Post

ବେକାବୁ ହେଲା AI..ଇଞ୍ଜିନିୟରଙ୍କୁ ବ୍ଲାକମେଲ୍ କରିଥିବା ଅଭିଯୋଗ

Next Post

ନିଜ ହାତରେ ସିନ୍ଦୂର ପୋଛିଲା କଳିଯୁଗ ସାବିତ୍ରୀ, ପାରିବାରିକ କଳିରୁ ସ୍ୱାମୀକୁ ନିର୍ମମ ହତ୍ୟା

You might also like More from author
Cricket

୪ ଖେଳାଳି ନେବେ IPLରୁ ସନ୍ନ୍ୟାସ, କୌଣସି ସମୟରେ କରିପାରନ୍ତି ଘୋଷଣା

Asia Cup

କୋଚ୍ ଙ୍କ ବଡ଼ ବୟାନ, ବାବର-ରିଜୱାନ ଏବେକାର T20 କ୍ରିକେଟ୍ ଖେଳିବା ପାଇଁ ଫିଟ୍ ନୁହଁନ୍ତି

Top Stories

ଏବେ ପାଚିଲା ଚୁଟିକୁ କରିବେ ବାଏ ବାଏ, ମଲା ପର୍ଯ୍ୟନ୍ତ ଧଳା ହେବନି ବାଳ, ଆପଣାନ୍ତୁ ଆୟୁବୈଦିକ ଉପାୟ

ଖବର

(video)ଗୋବିନ୍ଦା-ସୁନୀତାଙ୍କର ହେବନି ଡିଭୋର୍ସ, ଗଣେଶ ଚତୁର୍ଥୀରେ ସେମ୍ ଆଉଟଫିଟ୍ ରେ କଲେ ଗଣପତିଙ୍କ…

Top Stories

ପ୍ରତି ମିନିଟରେ ୪୪ଟି ଗର୍ଭପାତ, କାହିଁକି ହେଉଛି ମିସ୍‌କ୍ୟାରେଜ, ଚମକାଇଦେଲା ଗବେଷଣା ରିପୋର୍ଟ

Breaking News

AIIMS ଡାକ୍ତରଙ୍କ ବଡ ଆବିଷ୍କାର; ମାତ୍ର 2 ଘଣ୍ଟାରେ ହେବ କ୍ୟାନ୍ସର ଟେଷ୍ଟ, 100 ଟଙ୍କାରୁ କମ୍…

Prev Next
Advertisement
ADVERTISEMENT
Odisha Bhaskar

Recent Posts

୪ ଖେଳାଳି ନେବେ IPLରୁ ସନ୍ନ୍ୟାସ, କୌଣସି…

କୋଚ୍ ଙ୍କ ବଡ଼ ବୟାନ, ବାବର-ରିଜୱାନ ଏବେକାର…

ଏବେ ପାଚିଲା ଚୁଟିକୁ କରିବେ ବାଏ ବାଏ, ମଲା…

(video)ଗୋବିନ୍ଦା-ସୁନୀତାଙ୍କର ହେବନି…

ପ୍ରତି ମିନିଟରେ ୪୪ଟି ଗର୍ଭପାତ, କାହିଁକି…

AIIMS ଡାକ୍ତରଙ୍କ ବଡ ଆବିଷ୍କାର; ମାତ୍ର 2…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

୪ ଖେଳାଳି ନେବେ IPLରୁ ସନ୍ନ୍ୟାସ, କୌଣସି…

କୋଚ୍ ଙ୍କ ବଡ଼ ବୟାନ, ବାବର-ରିଜୱାନ ଏବେକାର…

ଏବେ ପାଚିଲା ଚୁଟିକୁ କରିବେ ବାଏ ବାଏ, ମଲା…

(video)ଗୋବିନ୍ଦା-ସୁନୀତାଙ୍କର ହେବନି…

Prev Next 1 of 29,023
© 2025 - TK Digital All Rights Reserved.