fbpx

ଆତଙ୍କବାଦୀର ଗୁଳିକାଣ୍ଡରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଓଡ଼ିଶା ଭାସ୍କର : ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ମାମଲାଟି ପୁଲବାମାର ଏକ ଗାଁରେ ଘଟିଛି । ସେଠାରେ ଆତଙ୍କବାଦୀମାନେ ୟୁପି ନିବାସୀ ମୁକେଶ କୁମାରକୁ ଲକ୍ଷ୍ୟ କରି ଗୁଳି କରିଥିଲେ । ତେବେ ସେହି ଅଞ୍ଚଳକୁ ଆବଦ୍ଧ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.