fbpx

ପୁରୀ ବେଳାଭୂମିରେ ମହିଳା ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର: ଥାନାରେ ମାମଲା

ପୁରୀ ବେଳାଭୂମିରେ ମହିଳା ପର୍ଯ୍ୟଟକଙ୍କୁ ଯୁବକଙ୍କ ଦୁର୍ବ୍ୟବହାର । ସମୁଦ୍ର ସ୍ନାନ ବେଳେ ମହିଳାଙ୍କୁ ଅଶ୍ଲୀଳ ବ୍ୟବହାର କଲେ ଯୁବକ । ଯୁବକଙ୍କୁ ଅଟକ ରଖି ପୋଲିସରେ ଜିମା ଦେଲେ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ । ସେପଟେ ଅଭିଯୋଗ ପରେ ସମୁଦ୍ରକୂଳ ଥାନା ପକ୍ଷରୁ ମାମଲା ରୁଜୁ ହୋଇଛି । ବିହାର ବଳରାମପୁର ଯୁବକ ଅବଦୁଲ ରହିମ ନାମକ ଜଣେ ଯୁବକକୁ ଗିରଫ କଲା ପୋଲିସ । ଅବଦୁଲ ନାଁରେ ୩୫୪, ୩୫୪ବି ଓ ୫୦୬ରେ ମାମଲା ରୁଜୁ କରିଛି ପୋଲିସ ।

Get real time updates directly on you device, subscribe now.