fbpx

ତପସ୍ୱିନୀଙ୍କ ସଂଘର୍ଷର ଯାତ୍ରା ବର୍ତ୍ତମାନ ଗୀତରେ: “ନାରୀ ରୂପେ ସେ ନାରାୟଣୀ” ଦେଖନ୍ତୁ Viral ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ନିଜର ହକ ପାଇଁ ଲଢେଇ କରୁଥିବା ତପସ୍ୱିନୀ ଦାସଙ୍କ କାହାଣୀକୁ ଗୀତରେ ସଜାଇଛନ୍ତି ଦୁଇ ଜଣ ଯୁବତୀ । ଆରମ୍ଭରୁ ତପସ୍ୱିନୀ ଯେଉଁଭଳି ଢଙ୍ଗରେ ସମସ୍ତ ପ୍ରତିକୂଳ ପରସ୍ଥିତିର ମୁକାବିଲା କରି ନିଜର ଲଢେଇ ଜାରି ରଖିଥିଲେ ଏହାକୁ ଗୀତରେ ଦେଖାଇବାକୁ ପ୍ରୟାସ କରାଯାଇଛି । ଏହି ଗୀତରେ ତପସ୍ୱିନୀଙ୍କୁ ନାରୀ ନୁହେଁ ବରଂ ନାରାୟଣୀ ଭାବରେ ଅଭିହିତ କରାଯାଇଛି । ଦେଖନ୍ତୁ ଭିଡିଓ…..

Get real time updates directly on you device, subscribe now.