ATM ତାଡ଼ି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି

ବୌଦ୍ଧ: ଏଟିଏମ୍ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ବୌଦ୍ଧ ଥାନା ବଢ଼ିଗାଁ ଓ ବୀରନୀସିଂହପୁର SBI ଏଟିଏମରୁ ଲୁଟ୍ ଅଭିଯୋଗ ସାମ୍ନାକୁ ଆସିଛି ।

ସିରିଜ୍ ଲୁଟ୍ କରି ଦୁର୍ବୃତ୍ତ ଫେରାର ଥିବା ବେଳେ ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

କେତେ ଲୁଟ୍: ଏଟିଏମରୁ ଦୁର୍ବୃତ୍ତ କେତେ ଟଙ୍କା ଲୁଟ୍ କରିଛନ୍ତି ତାହା ଏବେବେି ଅସ୍ପଷ୍ଟ ।

ପୋଲିସ ତଦନ୍ତ: ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଫୁଟେଜତ ଯାଞ୍ଚ୍ କରିଥିଲେ ।

ସିସିଟିଭି ଫୁଟେଜ୍ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।