fbpx

(Video)ଆମେରିକାର ଆର ବୋନି ଗାବ୍ରିଏଲ୍ ହେଲେ ମିସ୍ ୟୁନିଭର୍ସ, ହର୍ନାଜ୍ ସାନ୍ଧୁ ପିନ୍ଧାଇଲେ ମୁକୁଟ

ନୂଆଦିଲ୍ଲୀ :ମିସ୍ ୟୁନିଭର୍ସ ୨୦୨୨ ଘୋଷଣା କରାଯାଇଛି। ଆମେରିକାର ଆର ବୋନି ଗାବ୍ରିଏଲ୍ ମିସ୍ ୟୁନିଭର୍ସ ୨୦୨୨ ମୁକୁଟ ପିନ୍ଧିଛନ୍ତି। ମିସ୍ ୟୁନିଭର୍ସ ୨୦୨୧ ହର୍ନାଜ୍ ସାନ୍ଧୁ ଗାବ୍ରିଏଲ୍ ଙ୍କୁ ତାଙ୍କ ମୁକୁଟ ପିନ୍ଧେଇଥିଲେ। ଏହି ପ୍ରତିଯୋଗିତାରେ ଭେନେଜୁଏଲର ଅମାଣ୍ଡା ଡୁଡାମେଲ ପ୍ରଥମ ରନର୍ ଅପ୍ ଘୋଷିତ ହୋଇଥିଲେ। ଡୋମିନିକାନ୍ ରିପବ୍ଲିକର ଆଣ୍ଡ୍ରିନା ମାର୍ଟିନେଜ୍ ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ। ଭାରତର ଦିବିତା ରାୟ ସେମିଫାଇନାଲରେ ପ୍ରବେଶ କରି ପାରିନଥିଲେ । ସୂଚାନମୂତାବକ ଜାତୀୟ ପୋଷାକ ରାଉଣ୍ଡରେ ସେ ଏକ ସୁବର୍ଣ୍ଣ ପକ୍ଷୀ ହୋଇ ଧ୍ୟାନ ଆକର୍ଷଣ କରିଥିଲେ।

 

Get real time updates directly on you device, subscribe now.