ଭୁବନେଶ୍ୱର: ସାଂସଦଙ୍କ ପରେ ଏବେ ବିଧାୟକଙ୍କ ଦରମା ବୃଦ୍ଧି ଦାବି । ବିଧାନସଭାରେ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
ଏଥିସହ ପୂର୍ବତନ ବିଧୟକଙ୍କ ପେନସନ ବୃଦ୍ଧି ପାଇଁ ମଧ୍ୟ ବିରୋଦୀ ବାଦି କରିଛନ୍ତି । କମିଟି ସୁପାରିସ କରିତିବା ରିପୋର୍ଟ କାର୍ଯ୍ୟକାରୀ ହେଉ ।
ବଜାର ଦର ଓ ମେଡିକାଲ ଖର୍ଚ୍ଚ ବୃଦ୍ଧି ପାଇଲାଣି । ଏ ଯୋଗୁ ବିଧାୟକଙ୍କ ଦରମା ବୃଦ୍ଧି ହେଉ ବୋଲି କହିଲେ ପ୍ରମିଳା ।
ଅନ୍ୟପକ୍ଷେ ବିଜେପି ପକ୍ଷରୁ ମଧ୍ୟ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଦାବି କରାଯାଇଛି । ବିଜେପି ବିଧାୟକ ପୂର୍ଣ୍ଣ ସେଠୀ ଦାବି କରିଥିବା ସୂଚନା ।