BREAKING: ୧୭ରେ ଓଡ଼ିଶା ଆସିପାରନ୍ତି ମୋଦୀ, ମୁଖ୍ୟମନ୍ତ୍ରୀ କରିବେ ନିମନ୍ତ୍ରଣ

ମୋଦୀଙ୍କୁ ଜନ୍ମ ଦିନ ଅବସରରେ ଓଡ଼ିଶା ଆସିବାକୁ କରିବେ ନିମନ୍ତ୍ରଣ।

ଭୁବନେଶ୍ୱର: ୧୭ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ୧୭ରେ ଓଡ଼ିଶା ଆସିବାକୁ ନରେନ୍ଦ୍ର ମୋଦୀଙ୍କୁ କରାଯିବ ନିମନ୍ତ୍ରଣ।

ଆଜି ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭେଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ମୋଦୀଙ୍କୁ ଜନ୍ମ ଦିନ ଅବସରରେ ଓଡ଼ିଶା ଆସିବାକୁ କରିବେ ନିମନ୍ତ୍ରଣ। ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ କରାଯିବ ୭୫ ଲକ୍ଷ ବୃକ୍ଷ ରୋପଣ ।