fbpx

କଟକରୁ ଆଉ ୫୨ କରୋନା ଆକ୍ରାନ୍ତ ଚିହ୍ନଟ

Advertisement

କଟକ, ୮/୬(ଓଡିଶା ଭାସ୍କର): କଟକରେ ଆଉ ୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୨ ଆକ୍ରାନ୍ତଙ୍କ ମଧ୍ୟରୁ ମୁଣ୍ଡଳୀ NDRF କ୍ୟାମ୍ପରୁ ୪୯, ବଡ଼ମ୍ବା ରୁ ୨ଜଣ, ନିଶ୍ଚିତ କୋଇଲି ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Get real time updates directly on you device, subscribe now.