ଭୁବନେଶ୍ୱର,୮ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ୫୦ରୁ ଅଧିକ ମାଓବାଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଇନାମୀ ମହିଳା ମାଓବାଦୀ ସୁଜାତା ବି କରୋନା ପଜିଟିଭ ହୋଇଥିବା ଜଣାପଡିଛି । ଖାଦ୍ୟ ବିଷକ୍ରିୟାରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ଜଣାପଡିଛି । ଗଙ୍ଗାଲୁର ଏରିଆ କମିଟି ଓ ଦରଭା ଡିଭିଜନର ମାଓବାଦୀରେ କରୋନା ହୋଇଛନ୍ତି । ଏନେଇ ଦନ୍ତେୱାଡା ଏସପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି । ଗୁଇନ୍ଦା ସୂତ୍ରରୁ ଏନେଇ ସୂଚନା ମିଳିଥିଲା କହିଛନ୍ତି ଏସପି ।
Next Post