fbpx

ମା, ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାୟଗଡା,୨୦ ।୨(ଓଡିଶା ଭାସ୍କର): ୪ ବର୍ଷର ପୁଅ ସହ ମହିଳାଙ୍କ ଝୁଲନ୍ତା ଉଦ୍ଧାର ହୋଇଛି । ରାୟଗଡା ଜିଲ୍ଲା ଜେକେ ପେପର ଏସପିଟି କଲୋନୀ ଘର ଭିତରୁ ୨ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି । ୨ ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଚାନ୍ଦିଲି ପୋଲିସ । ଘଟଣା ସମ୍ପର୍କରେ ତନାଘନା କରିବା ସହ ମୃତଦେହକୁ ପୋଲିସ ଜବତ କରିଛି ।

Get real time updates directly on you device, subscribe now.