fbpx

ଫେରିଲା ଏମପି ଲ୍ୟାଡ୍; ସାଂସଦଙ୍କୁ ବର୍ଷକୁ ମିଳିବ ଏତିକି କୋଟି

ନୂଆଦିଲ୍ଲୀ: ଦୁଇ ବର୍ଷ ପରେ ପୁଣି ସାସଂଦ ହାତ ପାଣ୍ଠି ଫେରିବା ନେଇ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ଏମପି ଲ୍ୟାଡ୍ ଫଣ୍ଡକୁ ପୁଣିଥରେ କ୍ରିୟାଶୀଳ ନେଇ କ୍ୟାବିନେଟ ମଞ୍ଜୁରୀ ମିଳିଛି । ୨୦୨୧-୨୨ ପାଇଁ ଏମପି ଲାଡ ଭାବରେ ପ୍ରତ୍ୟେକ ସାସଂଦଙ୍କୁ ଦୁଇ କୋଟି ମିଳିବ । ଏଥି ସହିତ ନଭେମ୍ବର ୧୫କୁ ଜନଜାତୀୟ ଦିବସ ଭାବରେ ପାଳଦ କରିବା ପାଇଁ କ୍ୟାବିନେଟ ନିଷପତ୍ତି ନେଇଛି । ବିର୍ଷା ମୁ୍ଣ୍ଡାଙ୍କ ଜୟନ୍ତୀରେ ପାଳନ ହେବ ଜନଜାତୀୟ ଗୌରବ ଦିବସ । ନଭେମ୍ବର ୧୫ ତାରିଖରୁ ସପ୍ତାହେ ଧରି ଚାଲିବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

Get real time updates directly on you device, subscribe now.