fbpx

ସଫଳ ହେଲା ‘ନାସା’ର ମଙ୍ଗଳ ମିଶନ୍

ନୂଆଦିଲ୍ଲୀ, ୧୯ା୨: ‘ନାସା’ର ମଙ୍ଗଳ ମିଶନ୍ ସଫଳ ହୋଇଛି । ଅନ୍ତରୀକ୍ଷରେ ‘ନାସା’କୁ ଐତିହାସିକ ସଫଳତା ମିଳିଛି । ଦୀର୍ଘ ୭ ମାସର ଯାତ୍ରା କରିବା ପରେ ଗତକାଲି ୨ଟା ୨୫ ମିନିଟରେ ମଙ୍ଗଳ ପୃଷ୍ଠରେ ‘ନାସା’ର ମାର୍ସ ପରସିଭରେନ୍ସ ରୋଭର୍ ଅବତରଣ କରିଛି । ମଙ୍ଗଳକୁ ସର୍ବାଧିକ ରୋଭର ପଠାଇବାରେ ଆମେରିକା ହେଉଛି ପ୍ରଥମ ଦେଶ । ରୋଭର୍ ମଙ୍ଗଳ ପୃଷ୍ଠରେ ପୁରାତନ ଜୀବସତ୍ତାର ସନ୍ଧାନ କରିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.