ଭୁବନେଶ୍ୱର: ନବମଥର ବିଜେଡି ସଭାପତି ହେବା ପରେ ନବୀନ ଦେଲେ ପ୍ରତିକ୍ରିୟା । କହିଲେ ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଶାସନ କରିବା ପାଇଁ ଓଡ଼ିଶାବାସୀ ଆଶିର୍ବାଦ କରିଛନ୍ତି ।
ବିଜେଡିର ସାଂଗଠନିକ ଦକ୍ଷତାକୁ କେହି ହେୟ ମନେ କରିପାରିବେନି । ଦଳର କର୍ମୀ ହେଉଛନ୍ତି ଆମର ପ୍ରକୃତ ସମ୍ପତ୍ତି ।
ବିଜେଡି ସରକାରରେ ରହେ ବା ନରହେ ସର୍ବଦା ସେବା କରି ଚାଲିବ । ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ବିଜେଡି ଯୋଡ଼ି ହୋଇ ରହିବ ।
ଗତ ନିର୍ବାଚନରେ ଫଲ୍ସ ନ୍ୟାରେଟିଭ ପାଇଁ ଆଳ୍ପ ଭୋଟରେ ହାରିଲୁ । ସାମାଜିକ ଗଣମାଧ୍ୟମରେ ଉନ୍ନତି ଆଣି ଲୋକଙ୍କ ପାଖରେ ପହଞ୍ଚିବୁ ।