fbpx

ଆଜି ପ୍ରକାଶ ପାଇବ ନିଟ୍ ରେଜଲ୍ଟ

ନୂଆଦିଲ୍ଲୀ,୧୨ ।୧୦ : ଆଜି ପ୍ରକାଶ ପାଇବ ମେଡିକାଲ ପ୍ରବେଶିକା ପରୀକ୍ଷା ଫଳ । ntaneet.nic.inରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଦେଖିପାରିବେ । ରାଜ୍ୟରୁ ଏଥର ୩୭ ହଜାରରରୁ ଅଧିକ ପରୀକ୍ଷାର୍ଥୀ ନିଟ୍ ପରୀକ୍ଷା ଦେଇଥିଲେ । ସାରା ଦେଶରୁ ୧୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେଇଥିବା ଜଣାପଡିଛି ।

Get real time updates directly on you device, subscribe now.