fbpx
BSKY SKY
BSKY SKY

କେରଳରେ ବ୍ୟାପିଲା ନୂଆ ଭୂତାଣୁ: ଜଣେ ମୃତ, ୬ ଆକ୍ରାନ୍ତ

BSKY

ନୂଆଦିଲ୍ଲୀ, ୨୨ା୧୨: ସଂପ୍ରତି ସ୍ଥିତିରେ ସମଗ୍ର ବିଶ୍ୱ କରୋନା କବଳରେ ରହିଥିବା ବେଳେ କେରଳରେ ଏକ ନୂଆ ଭୂତାଣୁର ସନ୍ଧାନ ମିଳିଛି । ଏହାର ପ୍ରଭାବରେ ଜଣେ ୧୧ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି । ଏଥିସହ ୬ ଜଣ ଲୋକ ଗମ୍ଭୀର ଭାବେ ଆକ୍ରାନ୍ତ ହୋଇଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହା ଜଣକ ଠାରୁ ଅନ୍ୟ ଜଣକୁ ବ୍ୟାପୁଥିବା ସୂଚନା ମିଳିଛି ।

ସିଗେଲା ନାମକ ଭୂତାଣୁ ଦ୍ୱାରା ଏହା ବ୍ୟାପୁଛି । ସ୍ଥାନୀୟ ଜିଲ୍ଲା ଚିକିତ୍ସା ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୨୬ ଜଣ ଉକ୍ତ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ସାରିଲେଣି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଠାରେ ସିଗେଲା ଭୂତାଣୁ ରହିଥିବା ସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.