ଭୁବନେଶ୍ୱର: ଖୋର୍ଦ୍ଧାରେ ହେବ ନୂଆ ବସ୍ ଷ୍ଟାଣ୍ଡ । ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଲେ ଭୁବନେଶ୍ୱର ସାଂସଦ ।
ନୂଆ ବସ ଷ୍ଟାଣ୍ଡ ନେଇ ସହମତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
୧୦୦ କୋଟି ଟଙ୍କାରେ ନିର୍ମାଣ ହେବ ବସଷ୍ଟାଣ୍ଡ । କାମ ଓଏସଆରଟିସି ବୁଝିବା ନେଇ ସୂଚନା ।
ଖୁବଶୀଘ୍ର ଏହାର ଡିପିଆର୍ ପ୍ରସ୍ତୁତ ହେବ । ଭୂବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦେଲେ ଏହି ସୂଚନା ।