fbpx
BJD
BJD SKY
BJD SKY

ଏକ୍ସପାଏରି ମେଡିସିନକୁ ନେଇ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାବଳୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକ୍ସପାଏରି ମେଡିସିନକୁ ନେଇ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାବଳୀ ଜାରି ହୋଇଛି । ଏକ୍ସପାଏରି ମେଡିସିନର ଷ୍ଟକ୍ ନେଇ ରେଜିଷ୍ଟରରେ ତଥ୍ୟ ରଖାଯିବ । ସ୍ୱାସ୍ଥ୍ୟ ବିଭାଗ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ଅଫଲାଇନ୍ ଓ ଅନଲାଇନ୍ ରେ ତଥ୍ୟ ରହିବ । ମେଡିସିନ୍ ନେବା ଓ ଦେବା ପୂର୍ବରୁ ଅବଧି ତାରିଖ ଯାଞ୍ଚ କରାଯିବ । ପ୍ରତିଦିନ ଏକ୍ସପାଏରୀ ତାରିଖ ଯାଞ୍ଚ କରିବା ନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

Get real time updates directly on you device, subscribe now.