fbpx

ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏବଂ ଅର୍ଥ ବିଭାଗର ପାଇଁ ନୂଆ ଆଇଏଏସ ନିଯୁକ୍ତ: ପଢନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର: ରାଜ୍ୟରେ କିଛି ଆଇଏଏସଙ୍କୁ ନୂତନ ବିଭାଗର ପ୍ରମୁଖ ଦାୟିତ୍ୱ ମିଳିଛି । ଆଇଏଏସ ଶାଶ୍ୱତ ମିଶ୍ରଙ୍କୁ ଓଏସଏସଏସସି ଅଧ୍ୟକ୍ଷ ଏବଂ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବରେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । କେବଳ ଏତିକି ନୁହେଁ, ଅର୍ଥ ବାଭାଗର ପ୍ରମୁଖ ସଚିବ ଭାବରେ ମଧ୍ୟ ଦାୟିତ୍ୱ ମିଳିଛି ।

ଖବର ଅନୁସାରେ, ଶାଶ୍ୱତ ଦାସ ପୂର୍ବରୁ ଓଏସଏସଏସସି ଅଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ୱ ସମ୍ଭାଳି ଥିଲେ । ଏଥିସହ ଆଗରୁ ରାଜ୍ୟପାଳଙ୍କ ପ୍ରମୁଖ ସହ ଅର୍ଥ ବିଭାଗ ଓ ଶକ୍ତି ବିଭାଗର ମଧ୍ୟ ପ୍ରମୁଖ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିସାରିଛନ୍ତି । ସେହିଭଳି ବର୍ତ୍ତମାନ ଆଇଏଏସ ଏନବିଏସ ରାଜପୁତଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସେକ୍ରେଟାରୀ ଭାବରେ ନୂଆ ଦାୟିତ୍ୱ ମିଳିଛି ।

 

Get real time updates directly on you device, subscribe now.