fbpx
BSKY SKY
BSKY SKY

ଭାରତୀୟ ସେନାରେ ନୂଆ ସୁଯୋଗ: ଏହି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କଲା ଇଣ୍ଡିଆନ ଆର୍ମି

BSKY

ଭାରତୀୟ ସେନାରେ ପୁଣି ପ୍ରକାଶ ପାଇଛି ବିଜ୍ଞପ୍ତି । ରୋଷେୟା, ଟ୍ରଲର ଏବଂ ବାର୍ବର ଇତ୍ୟାଦି ପୋଷ୍ଟରେ ନୂଆ ପ୍ରାର୍ଥୀଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଏହି ପଦବୀଗୁଡିକ ପାଇଁ ଦଶମ ପାସ ଇଚ୍ଛୁକ ପ୍ରାର୍ଥୀ ମଧ୍ୟ ଆବେଦନ କରି ପାରିବେ । ମଧ୍ୟ ପ୍ରଦେଶ ଏବଂ ଜବଲପୁର ଭଳି ସ୍ଥାନରେ ଚୟନପ୍ରାପ୍ତ ପ୍ରାର୍ଥୀମାନଙ୍କୁ ଭର୍ତ୍ତି କରାଯିବ । ଭାରତୀୟ ସେନାର ଆବେଦନ ପତ୍ର ଏହାର ଅଫିସିଆଲ ୱେବସାଇଟ ସଦ୍ଭୟସବଦ୍ଭବକ୍ସଜ୍ଞଚ୍ଚ.ଦ୍ଭସମ.ସଦ୍ଭ ଦ୍ୱାରା ଡାଉନଲୋଡ କରି ପାରିବେ ।

https://indianarmy.nic.in/Site/NewsDetail/frmNewsDetails.aspx?MnId=wZKaJTvhq6pc+/CjfB48LQ&NewsID=f1rRTyQv00civ0B39H9amg==

ତେବେ ଏହି ପରିପ୍ରେକ୍ଷୀରେ ମୋଟ ୨ଟି ପଦ ପାଇଁ ବିଜ୍ଞପ୍ତି ମିଳିଛି । ଏଥିରେ ଜଣେ ଟେଲର, ଜଣେ ବାର୍ବର ସମେତ ଜଣେ ଚୌକିଦାର ଏବଂ ୨ ଜଣ ସଫେଇ କର୍ମଚାରୀ ପଦ ସାମିଲ ରହିଛି । ତେବେ କେବଳ ଦଶମ ପାସ ପିଲା ହିଁ ଏହି ପଦ ପାଇଁ ଆବେଦନ କରିପାରିବେ । ସେହିପରି ପ୍ରାର୍ଥୀଙ୍କ ବୟସସୀମା ୨୫ /୨୮ ହୋଇଥିବା ଆବଶ୍ୟକ ।

Get real time updates directly on you device, subscribe now.