fbpx

ଗଣମାଧ୍ୟମ ଆଗରେ ବଡ ଖୁଲାସା କରିଲେ ଗଡକରୀ ଆଉ କହିଲେ ଏମିତି ଭୁଲ କରନ୍ତୁ ନାହିଁ

ଓଡିଶା ଭାଷ୍କର : ଆମେ ଆମ ଜୀବନରେ ଅନେକ ଭୁଲ କରିଥାଉ ଆଉ ବେଳେ ବେଳେ ସେହି କଥା ଯେତେବେଳେ ମନେ ପଡି ଯାଏ ହସ ମଧ୍ୟ ଲାଗି ଥାଏ । କିଛି ଦିନ ତଳେ ଏହିଭଳି ଏକ ଘଟଣା ଘଟିଛି ଯାହା କୁ ଭାବିଲେ ଆଚାର୍ଯ୍ୟ ଲାଗୁଛି । ପୂର୍ବତନ ଟାଟା ସନ୍ସ ଚେୟାରମ୍ୟାନ୍ ସାଇରସ୍ ମିସ୍ତ୍ରୀଙ୍କ ଗାଡି ଏକ ଡିଭାଇଡରକୁ ଧକ୍କା ଦେବା ପରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଥିଲା । ଆମେ ଏବେ ମଧ୍ୟ ଟ୍ରାଫିକ ରୁଲ କୁ ମାନୁନାହାନ୍ତି ପୂର୍ବତନ ଟାଟା ସନ୍ସ ଚେୟାରମ୍ୟାନ୍ ସାଇରସ୍ ମିସ୍ତ୍ରୀଙ୍କ ଗାଡି ଏକ ଡିଭାଇଡରକୁ ଧକ୍କା ଦେବା ପରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହା ପାଇଁ ଏହିଭଳି ଅନେକ ଦୁର୍ଘଟଣା ଘଟୁଛି ପୂର୍ବତନ ଟାଟା ସନ୍ସ ଚେୟାରମ୍ୟାନ୍ ସାଇରସ୍ ମିସ୍ତ୍ରୀଙ୍କ ଗାଡି ଏକ ଡିଭାଇଡରକୁ ଧକ୍କା ଦେବା ପରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଥିଲା ।

ତେବେ ସଡକ ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ । ତାଙ୍କ ଦ୍ୱାରା ହୋଇଥିବା ଭୁଲ ଅନ୍ୟମାନେ ନ କରନ୍ତୁ ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ତାଙ୍କ ଯୁବା ଅବସ୍ଥାରେ କିଛି ଭୁଲ କରିଥିଲେ ଯାହା କୁ ସେ ପ୍ରକାଶ କରିଛନ୍ତି । ଏବଂ ଆଜିର ସମୟରେ କେହି ବି ନକରନ୍ତୁ ବୋଲି କହିଛନ୍ତି ନିତୀନ । ତେବେ କେନ୍ଦ୍ରମନ୍ତ୍ରୀ ତାଙ୍କ ଯୁବାବସ୍ଥାରେ ଗୋଟିଏ ସ୍ଲୁଟରରେ ୪ଜଣ ବସି ରାସ୍ତାରେ ଯାଉଥିଲେ । ହେଲେ ଏହା ନିୟମ ବିରୋଧ୍ୟ ଅଟେ । ଏପରି କରିବା ଦ୍ୱାରା ସଡକ ସୁରକ୍ଷା ଭଙ୍ଗ ହୋଇଥାଏ । ଆଜିକା ସମୟରେ ଯେଉଁ ଭଳି ଭାବେ ସଡକ ଦୁର୍ଘଟଣା ବଢି ବଢି ଚାଲିଛି ନିୟମ ନ ମାନିଲେ ଏହା ଆହୁରି ବିବାଦ ସୃଷ୍ଟି କରିବ ।

ଏହା ସହ ଗଡକରୀ କାର ଗୁଡିକର ଫିଚର ବିଷୟରେ ଆଲୋଚନା କରିବା ସହ କାରରେ ଯିବା ସମୟରେ ସିଟ ବେଲଟ୍ ନ ଲଗାଇବା ଦ୍ୱାରା ବିପଦ କୁ ନିମନ୍ତ୍ରଣ ଦେଇ ଆମନ୍ତ୍ରଣ କରିବା ଭଳି ହୋଇଥାଏ ବୋଲି ପ୍ରକାଶ କରିଥିଲେ । ତେଣୁ ଏହି ସବୁ ନିୟମ ମାନି ଚଳିବା ଦରକାର ବୋଲି ସେ କହିଛନ୍ତି । ତେବେ ଏକ ନିଦ୍ଧିଷ୍ଟ ଜାତୀୟ ଗଣମାଧ୍ୟମ ସକ୍ଷାତ କାରରେ କିଛିଦିନ ପୂର୍ବରୁ ହୋଇଥିବା ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଏକ ପ୍ରଶ୍ନ ନିତୀଶଙ୍କୁ ପଚରାଯାଇଥିଲା । ଗତ ରବିବାର ଅହମ୍ମଦାବାଦ-ମୁମ୍ବାଇ ରାଜଥରେ ଏକ ସଡକ ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି । ତେବେ ଏହାକୁ ନେଇ ଗଡକରୀ କହିଥିଲେ ଯେ ଅହମ୍ମଦାବାଦ-ମୁମ୍ବାଇ ହାଇୱେ ଅବସ୍ଥା ବହୁତ ଖରାପ ରହିଛି । ସେଠାରେ ଟ୍ରାଫିକ ପିସିୟୁ ୧.୨୦ ଲକ୍ଷ ରହିଛି । ଯାହାକି ବହୁତ ଅଧିକ ଅଟେ । ତେବେ ନିତିଶଙ୍କ କହିବା ମୁତାବକ ଏହାକୁ କମ୍ କରି ୨୦ ପିସିୟୁ ପର୍ଯ୍ୟନ୍ତ ଆଣିବା ଦରକାର । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୪ ଭିତରେ ସଡକ ଦୁର୍ଘଟଣା କମ ହୋଇଯାଉ ବୋଲି ଚାହୁଁଛି । ତେବେ ସଡକ ସୁରକ୍ଷା ପାଇଁ ଅନ୍ତରାଷ୍ଟୀୟ ସୁରକ୍ଷା ନିୟମକୁ ଅନୁସରଣ କରାଯିବ ଉଚିତ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.