ଯେତେ ଯାହା କଲେ ବି କ୍ରିକେଟର ଏ ରେକର୍ଡ କେହି କେବେ ଭାଙ୍ଗି ପାରିବେ ନାହିଁ, କାହିଁକି ଜାଣନ୍ତି….

ଟି-୨୦ ଅନ୍ତର୍ଜାତୀୟରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ଯୁବରାଜଙ୍କ ନାମରେ ଥିଲା।

ଓଡିଶା ଭାସ୍କର: କ୍ରିକେଟ୍ ପଡ଼ିଆରେ ଅନେକ ରେକର୍ଡ ହୁଏ ଏବଂ କିଛି ସମୟ ପରେ ସେଗୁଡ଼ିକ ଭାଙ୍ଗି ମଧ୍ୟ ଯାଏ। କିନ୍ତୁ, ଜଣେ ନେପାଳୀ ଖେଳାଳି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏପରି ଏକ ରେକର୍ଡ କରିଛନ୍ତି। ଯାହାକୁ ଭାଙ୍ଗିବା ଅସମ୍ଭବ। ସେହି ରେକର୍ଡର କେବଳ ସମକକ୍ଷ ହୋଇପାରିବେ କୌଣସି ଖେଳାଳି,ମାତ୍ର କେବେବି ଭାଙ୍ଗିବନି ।

ऐरी से पहले टी20 इंटरनेशनल में सबसे तेज अर्धशतक लगाने का रिकॉर्ड युवराज के नाम था. युवराज ने साल 2007 में इंग्लैंड के खिलाफ 12 गेंदों में अर्धशतक जड़ा था.

ନେପାଳର ବ୍ୟାଟର ଦୀପେନ୍ଦ୍ର ସିଂହ ଐରି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ରଖିଛନ୍ତି। ଐରି ୨୦୨୩ ମସିହାରେ ମଙ୍ଗୋଲିଆ ବିପକ୍ଷରେ ଏହି ସଫଳତା ପାଇଥିଲେ।

ऐरी ने मंगोलिया के खिलाफ कुल 10 गेंदों में 52 रनों की पारी खेली. ऐरी ने अपनी 52 रनों की पारी के दौरान 8 छक्के लगाए. इस दौरान ऐरी ने युवराज सिंह के 16 साल पुराने रिकॉर्ड को तोड़ दिया.

ଏସୀୟ କ୍ରୀଡ଼ାରେ ମଙ୍ଗୋଲିଆ ବିପକ୍ଷରେ ମାତ୍ର ୯ ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ଏରି ଇତିହାସ ପୃଷ୍ଠାରେ ନିଜ ନାମ ଲିପିବଦ୍ଧ କରିଥିଲେ। ଏରିଙ୍କ ଏହି ରେକର୍ଡ ଭାଙ୍ଗିବା କୌଣସି ବ୍ୟାଟରର କ୍ଷମତା ବାହାରେ।

कोई भी बल्लेबाज बस इस रिकॉर्ड की बराबरी कर सकता है. क्योंकि अगर कोई बल्लेबाज 8 गेंदों में लगातार 8 छक्के भी मार ले तो, उसके सिर्फ 48 रन होंगे. उसे 9वां गेंद खेलना ही पड़ेगा.

ସମୟ ଆସିଲେ କ୍ରିକେଟରେ ଯେକୌଣସି ବି ବ୍ୟାଟର ଏହି ରେକର୍ଡର ସମକକ୍ଷ  ହୋଇପାରିବ। ହେଲେ ଏହା ଚିର ଅମର ଭଳି ଚିର ଅତୁଟ ।  କାରଣ ଯଦି ଜଣେ ବ୍ୟାଟର ୮ ବଲ୍‌ରେ ୮ଟି ଛକା ମାରିବେ, ତେବେ ତାଙ୍କର କେବଳ ୪୮ ରନ୍ ହେବ। ତାଙ୍କୁ ୯ମ ବଲ୍ ଖେଳିବାକୁ ପଡିବ।

ऐरी ने एशियन गेम्स में मंगोलिया के खिलाफ सिर्फ 9 गेंदों में ही अर्धशतक जड़कर इतिहास के पन्नों में अपना नाम दर्ज करा लिया था. ऐरी के इस रिकॉर्ड को तोड़ना किसी भी बल्लेबाज के बस की बात नहीं है.

ଏରି ମଙ୍ଗୋଲିଆ ବିପକ୍ଷରେ ୧୦ ବଲ୍ ରେ ୫୨ ରନ୍ ର ଇନିଂସ ଖେଳିଥିଲେ। ଏରି ତାଙ୍କ ୫୨ ରନ୍ ର ଇନିଂସ ମଧ୍ୟରେ ୮ଟି ଛକା ମାରିଥିଲେ। ଏହି ସମୟରେ ଏରି ଯୁବରାଜ ସିଂହଙ୍କ ୧୬ ବର୍ଷର ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଥିଲେ।

क्रिकेट के मैदान पर कई रिकॉर्ड बनते हैं, वहीं कुछ समय बाद वो टूट भी जाते हैं. लेकिन टी20 इंटरनेशनल क्रिकेट में नेपाल के एक खिलाड़ी ने ऐसा रिकॉर्ड बनाया है. जिसे तोड़ना नामुमकिन है. उस रिकॉर्ड की सिर्फ बराबरी ही की जा सकती है.

ଏରିଙ୍କ ପୂର୍ବରୁ ଟି-୨୦ ଅନ୍ତର୍ଜାତୀୟରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ଯୁବରାଜଙ୍କ ନାମରେ ଥିଲା। ୨୦୦୭ ମସିହାରେ ଯୁବରାଜ ଇଂଲଣ୍ଡ ବିପକ୍ଷରେ ୧୨ ବଲ୍ ରେ ଅର୍ଦ୍ଧଶତକ ହାସଲ କରିଥିଲେ।