fbpx

ଅର୍ଥନୀତିରେ ୨ ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ,୧୨ ।୧୦: ଅର୍ଥନୀତିରେ ୨ ଜଣଙ୍କୁ ମିଳିବ ୨୦୨୦ର ନୋବେଲ ପୁରସ୍କାର । ଅର୍ଥନୀତି ପାଇଁ ପଲ୍ ମିଲଗ୍ରୋମ୍ ଓ ରବର୍ଟ ୱିଲସନଙ୍କୁ ମିଳିବ ଏହି ପୁରସ୍କାର । ନିଲାମ ପ୍ରକ୍ରିୟାର ନୂଆ ତତ୍ତ୍ୱ ପାଇଁ ଉଭୟଙ୍କୁ ପୁରସ୍କାର ମିଳିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.