fbpx

ମାଟ୍ରିକ ସାର୍ଟିଫିକେଟରେ ତ୍ରୁଟି ଥିଲେ କରନ୍ତୁ ସଂଶୋଧନ, ବାହାରିଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛାତ୍ରଛାତ୍ରୀଙ୍କ ବୋର୍ଡ ସାର୍ଟିଫିକେଟରେ ତ୍ରୁଟି ଥିଲେ ସଂଶୋଧନ କରିବା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବୋର୍ଡ ୱେବସାଇଟରେ ସଂଶୋଧନ ଫର୍ମ ପୂରଣ ପରିବେ ପ୍ରଧାନ ଶିକ୍ଷକ । ଫର୍ମ ପୂରଣ ପରେ ଆବଶ୍ୟକ ଦସ୍ତାବିଜ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଆଞ୍ଚଳିକ କାର୍ଯ୍ୟାଳୟର ଉପ ସମ୍ପାଦକଙ୍କ ପାଖରେ ଦାଖଲ କରିବାକୁ ପଡିବ । ଡିସେମ୍ବର ୧୦ ତାରିଖ ଯାଏଁ ତ୍ରୁଟି ସଂଶୋଧନ ପାଇଁ ବ୍ୟବସ୍ଥା ରହିଛି ।

Get real time updates directly on you device, subscribe now.