fbpx

NEET UG ପୁନଃ-ପରୀକ୍ଷାର ଫଳାଫଳ ଘୋଷଣା କଲା NTA, ସଂଶୋଧିତ Rank ମଧ୍ୟ ହେଲା ଜାରି

Advertisement

ନୂଆଦିଲ୍ଲୀ: ନୀଟ ୟୁଜି ପରୀକ୍ଷାର ରି-ଟେଷ୍ଟ ୨୩ ଜୁନରେ ଆୟୋଜିତ କରାଯାଇଥିଲା । ଏହାର ଫଳାଫଳ ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି ଜାରି କରିଛନ୍ତି । ଯେଉଁ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ, ସେମାନେ ଏନଟିଏର ୱେବସାଇଟ ..କୁ ଯାଇ ରେଜଲ୍ଟ ଚେକ କରିପାରିବେ । ଏଥିରେ ଯେଉଁ ପରୀକ୍ଷାର୍ଥୀ ପୁନଶ୍ଚ ପରୀକ୍ଷା ଦେଇଥିଲେ, ସେମାନଙ୍କ ରିଭାଇଜଡ୍ ସ୍କୋରକାର୍ଡକୁ ଅପଲୋଡ କରାଯାଇଛି । ଏହାକୁ ଆପଣ ୱେବସାଇଟରୁ ଡାଉନଲୋଡ କରିପାରିବେ ।

ଯେଉଁ ପରୀକ୍ଷାର୍ଥୀ ନୀଟ ୟୁଜି ପୁନଃ ପରୀକ୍ଷାରେ ଭାଗ ନେଇଥିଲେ ତାଙ୍କ ଫଳାଫଳ ଏବଂ ନୂଆ ରାଙ୍କ ଲିଷ୍ଟ, ନୂଆ ସ୍କୋରକାର୍ଡ ସହ ୱେବସାଇଟରେ ପ୍ରକାଶିତ କରାଯାଇଛି । ଏହି ପରୀକ୍ଷାର ଫଳାଫଳ ବେସରେ ତାଙ୍କ ରାଙ୍କଠାରୁ ନେଇ ସ୍କୋରକାର୍ଡ ମଧ୍ୟରେ ପାର୍ଥକ୍ୟ ଆସିଛି । ଏହାକୁ ଚେକ କରିବା ପାଇଁ ଆପଣ ଆଫିସିଆଲ ୱେବସାଇଟକୁ ଯାଇପାରିବେ ।

Get real time updates directly on you device, subscribe now.