fbpx

ରାଜ୍ୟରେ କମୁଛି ପଜିଟିଭ୍ ସଂଖ୍ୟା

ଭୁବନେଶ୍ୱର, ୧୩ ।୧୦(ଓଡିଶା ଭାସ୍କର): ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ପୁରୀରେ ଧିରେ ଧିରେ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଗତ ୧୦ ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ୧୦ ଦିନ ଭିତରେ ସଂକ୍ରମଣ ହାର ୮.୫୩%ରୁ ୬.୩୨କୁ ହ୍ରାସ ପାଇଛି । ୧୦ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୪,୧୪୨ରୁ ୨,୮୩୩କୁ ହ୍ରାସ ପାଇଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ଆଗକୁ ଏହା ଆହୁରି କମିବାର ଆଶା ରହିଛି ।

Get real time updates directly on you device, subscribe now.